ନ୍ୟୁକ୍ଲିୟର ମିଶାଇଲ୍ ଟେଷ୍ଟ କଲା ଆମେରିକା, ଜାଣନ୍ତୁ କେତେ ପାୱାରଫୁଲ୍ ‘ମିନିଟମ୍ୟାନ୍-୩’
ଆମେରିକା: ଆମେରିକା ବାୟୁସେନାର ଗ୍ଲୋବାଲ ଷ୍ଟ୍ରାଇକ୍ କମାଣ୍ଡ କାଲିଫର୍ନିଆରୁ ଏକ ନିରସ୍ତ୍ର ମିନିଟମ୍ୟାନ୍ III ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିଶାଇଲ୍ (ICBM) ପରୀକ୍ଷଣ କରିଥିଲା । ଏହା ଏକ ନିୟମିତ ପରୀକ୍ଷଣ ଥିଲା । ଏହି କ୍ଷେପଣାସ୍ତ୍ର ମାର୍ଶାଲ୍ ଦ୍ୱୀପପୁଞ୍ଜ ନିକଟରେ ରୋନାଲ୍ଡ ରେଗାନ୍…