Browsing Tag

chinese jawan

ଏଲଏସି ଡେଇଁ ଭାରତ ସୀମା ଭିତରକୁ ଚାଲି ଆସିଲେ ଜଣେ ଚୀନ୍‌ ସୈନିକ, କଷ୍ଟଡିରେ ରଖିଲା ଭାରତୀୟ ସେନା

କେନ୍ୟୁଜ୍(ବ୍ୟୁରୋ):  ଭାରତୀୟ ସେନା କଷ୍ଟଡିରେ ଚୀନ୍‌ ଯବାନ । ପୂର୍ବ ଲଦାଖରେ ଏଲଏସି ଡେଇଁ ଭାରତ ସୀମା ଭିତରକୁ ଚାଲି ଆସିଥିଲେ ଜଣେ ଚୀନ୍‌ ସୈନିକ । ପାଙ୍ଗଙ୍ଗ ହ୍ରଦର ଦକ୍ଷିଣ ତଟ ନିକଟରେ ତାଙ୍କୁ ଧରିଥିଲେ ଭାରତୀୟ ଯବାନ । ତାଙ୍କୁ ସେନା ହେପାଜତରେ ରଖାଯାଇଥିବା ଆର୍ମୀ ପକ୍ଷରୁ ସୂଚନା…