ଚକଲେଟର ଏକ୍ସପାଏରୀ କେବେ ହୁଏ ? ଚକଲେଟ କେତେ ଦିନ ରଖି ଖାଉଛନ୍ତି ?
ଚକଲେଟ । କିଏ ନଖାଏ, ଆଉ କିଏ ପସନ୍ଦ ନକରେ । ଆଜି କାଲିର ଯୁବପିଢୀଙ୍କ ମଧ୍ୟରେ ଚକଲେଟ ହେଉଛି ସବୁଠୁ ପ୍ରିୟ । ଅନେକ ରହିଥାନ୍ତି ଯେଉଁମାନେ ଚକଲେଟ ସବୁବେଳେ ଖାଇବାକୁ ଭଲପାଆନ୍ତି । ଆଉ ପ୍ରତ୍ୟେକ ଦିନ ନିଜ ଖାଦ୍ୟ ତାଲିକାରେ ସାମିଲ କରନ୍ତି । ବେଳେ ବେଳେ ଚକଲେଟ୍ସକୁ ଅନେକ ରଖି ରଖି ଖାଇବାକୁ…