Browsing Tag

christmas cake

ବିନା ଓଭନ ଏବଂ ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚକୋଲେଟ ବ୍ରାଉନୀ, ଖ୍ରୀଷ୍ଟମାସକୁ କରନ୍ତୁ ଜବରଦସ୍ତ…

ଖ୍ରୀଷ୍ଟମାସ ଦିନ ବିଭିନ୍ନ ପ୍ରକାରର ଏବଂ ବିଭିନ୍ନ ସ୍ୱାଦର କେକ୍‌ ତିଆରି କରାଯାଏ। ଖ୍ରୀଷ୍ଟମାସ ସେଲିବ୍ରେସନରେ ଭିନ୍ନ ଭିନ୍ନ ଚକୋଲେଟ, କେକ ଏବଂ ବ୍ରାଉନୀ ରଖାଯାଏ। ଯାହାକୁ କିଛିି ଲୋକ ବଜାରରୁ କିଣି ଆଣିଥାନ୍ତି ସେହିପରି ଆଉ କିଛି ଲୋକ ଏହାକୁ ଘରେ ବନାଇ ଥାନ୍ତି। ଯଦି ଆପଣ ଚାହୁଁଛନ୍ତି…

ଖ୍ରୀଷ୍ଟମାସକୁ କରନ୍ତୁ ସ୍ପେଶାଲ, ଘରେ ପ୍ରସ୍ତୁତ କରନ୍ତୁ ଏହି ଖାସ୍‌ ଚକୋଲେଟ୍‌ କେକ୍‌

ଆସନ୍ତାକାଲି ଖ୍ରୀଷ୍ଟମାସ ବା ବଡଦିନ। ଏହି ପର୍ବକୁ ସାରା ବିଶ୍ୱ ପାଳନ କରେ। ଏହି ପର୍ବରେ ଲୋକମାନେ କେକ ଖୁଆଇ ପର୍ବକୁ ସେଲିବ୍ରେଟ୍‌ କରନ୍ତି। ଏହି ସ୍ପେଶାଲ ଦିନରେ କେକ ତିଆରି କରାଯାଏ। ଯଦି ଆପଣ କେକ କରିବା ପାଇଁ ଭାବୁଛନ୍ତି କିନ୍ତୁ କେମିତି ତିଆରି ହୁଏ ଜାଣିନାହାନ୍ତି ତେବେ ଚିନ୍ତା…