ଭାରତରେ CIA ଅଫିସରଙ୍କୁ ହାଭନା ସିଣ୍ଡ୍ରୋମ୍, ଗତ ୭ ତାରିଖରେ ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ନସଙ୍କ ଟିମ୍ ଅଜିତ…
ଭାରତରେ CIA ଅଫିସରଙ୍କୁ ହାଭନା ସିଣ୍ଡ୍ରୋମ୍ । ଭାରତ ଗସ୍ତବେଳେ ସିଆଇଏ ଅଧିକାରୀଙ୍କ ପାଖରେ ହାଭାନା ସିଣ୍ଡ୍ରୋମ ଲକ୍ଷଣ । ଚଳିତ ମାସରେ ସିଆଇଏ ନିର୍ଦ୍ଦେଶକ ବିଲ୍ ବର୍ନସଙ୍କ ଟିମ୍ ସହ ଆସିଥିବା ଜଣେ ଅଧିକାରୀଙ୍କ ପାଖରେ ରହସ୍ୟମୟ ସିଣ୍ଡ୍ରୋମ ଲକ୍ଷଣ ଦେଖା ଦେଇଥିଲା । ଆମେରିକା ଫେରିବା…