Below header
Browsing Tag

cine critique randhir dash

ସିନେ ସମୀକ୍ଷକ ରଣଧୀର ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ, ଓଡିଶା ସିନେ ଜଗତକୁ ଥିଲା ଅନନ୍ୟ ଦାନ

କଟକ(କେ ନ୍ୟୁଜ): ବିଶିଷ୍ଟ ସିନେ ସମୀକ୍ଷକ, ସିନେ ସାମ୍ବାଦିକ ତଥା ଓଡିଶା ଚଳଚ୍ଚିତ୍ର ସଂଘର ପ୍ରାଣ ପ୍ରତିଷ୍ଠାତା ରଣଧୀର ଦାସଙ୍କ ପରଲୋକ । କଟକ ଡଗରପଡା ସ୍ଥିତ ତାଙ୍କ ବାସଭବନରେ ୮୨ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହୋଇ ଆସୁଥିଲେ…