Browsing Tag

cinema plus

ଆରମ୍ଭ ହେଲା BSNL ର ସିନେମାପ୍ଲସ୍ OTT ସେବା

ଭାରତ ସଞ୍ଚାର ନିଗମ ଲିମିଟେଡ ବିଏସ୍‌ଏନ୍‌ଏଲ ନିଜର ଗ୍ରାହକଙ୍କ ପାଇଁ ‘ସିନେମା ପ୍ଲସ୍’ ନାମକ ଏକ ନୂଆ ଓଟିଟି ପ୍ଲାନ ଘୋଷଣା କରିଛି । ସରକାରୀ ଟେଲିକମ୍ ସଂସ୍ଥା ଏହି ଘୋଷଣା ରେ ଅନେକ ଓଟିଟି ପ୍ୟାକ୍ ଘୋଷଣା କରିଛି । ଯେଉଁଥିରେ ଗ୍ରାହକମାନେ ନିଜ ମନ ପସନ୍ଦର ଟିଭି ସୋ' ଏବଂ ସିନେମା ଦେଖି…