ବଢ଼ିବାରେ ଲାଗିଛି ସହରର କଳେବର, କିନ୍ତୁ ଦାହ ସଂସ୍କାର ପାଇଁ ନାହିଁ ଶ୍ମଶାନ
ଦିନକୁ ଦିନ ବଢ଼ିଚାଲିଛି କାମାକ୍ଷାନଗର ସହରର କଳେବର । ସେହିପରି ବଢିଚାଲିଛି ସହରର ଜନସଂଖ୍ୟା । ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତାକୁ ନେଇ ପ୍ରସ୍ତୁତି ହୋଇଛି ରୂପରେଖ l କିନ୍ତୁ ଆଜି ପର୍ଯ୍ୟନ୍ତ ମୃତଦେହ ସଂସ୍କାର ପାଇଁ ସ୍ଥାୟୀ ଶ୍ମଶାନ ଖୋଜୁଛନ୍ତି ସହରବାସୀ l ଆତ୍ମୀୟ ସ୍ୱଜନଙ୍କ ଦାହ…