Browsing Tag

CLASH IN BHUBANESWAR BETWEEN 2 GROUPS

ରାଜଧାନୀରେ ଗୋଷ୍ଠୀ ସଂଘର୍ଷ, ୨ ଜଣ ଆହତ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀରେ ଗୋଷ୍ଠୀ ସଂଘର୍ଷ । କିଛି ସମୟ ପୂର୍ବରୁ ରାଜଭବନ ନିକଟ ଓମଫେଡ୍ ବୁଥ ପାଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ସଂଘର୍ଷ ଘଟିଥିବା କୁହାଯାଉଛି । ଉଭୟ ଗୋଷ୍ଠୀର ଯୁବକ ସ୍ଥାନୀୟ ଅଞ୍ଚଳର…