Below header
Browsing Tag

clean city

ପୂର୍ବାଞ୍ଚଳର ସବୁଠାରୁ ସ୍ବଚ୍ଛ ସହର ଯାଜପୁର, ଦିଲ୍ଲୀରେ ମିଳିଲା ପୁରସ୍କାର

ଯାଜପୁର ଟାଉନ(କେନ୍ୟୁଜ୍): ସ୍ବଛତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଯାଜପୁର ଜିଲ୍ଲାକୁ ମିଳିଛି ସ୍ଵଛତା ପୁରସ୍କାର। ଆଜି ନୂଆଦିଲ୍ଲୀ ରେ ଆୟୋଜିତ ଗାନ୍ଧୀ ଜୟନ୍ତୀ ଅବସରରେ ଏକ ସ୍ୱତନ୍ତ୍ର ଉତ୍ସବ ରେ ଯାଜପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି। ସ୍ୱଚ୍ଛ ସର୍ଭେକ୍ଷଣ ଗ୍ରାମୀଣ ମିଶନ ୨୦୨୨ର…