Browsing Tag

closing ceremony

ଭୁବନେଶ୍ୱରରେ ରାଷ୍ଟ୍ରପତି, ଆଜି ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର : ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପ୍ରବାସୀ ଭାରତୀୟ ଦିବସ ଉଦଯାପନୀ ଉତ୍ସବରେ ଯୋଗ ଦେବେ ମହାମହିମ୍ । ପ୍ରବାସୀ ଭାରତୀୟ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ବିଦେଶ…

IPL 2023 ଉଦ୍‌ଯାପନୀ ଉତ୍ସବ: କିଙ୍ଗ, ନ୍ୟୁକ୍ଲେୟା ଏବଂ ରୋକୋଙ୍କ ପରଫରମାନ୍ସରେ କମ୍ପିବ ମଇଦାନ

ଆସନ୍ତାକାଲି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୩ର ଫାଇନାଲ ମ୍ୟାଚ୍‌ ଖେଳାଯିବ । ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଫାଇନାଲରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ । ଫାଇନାଲ ମ୍ୟାଚ ପୂର୍ବରୁ ଏହି ଷ୍ଟାଡିୟମରେ ଉଦ୍‌ଯାପନୀ ଉତ୍ସବ…

କିଏ ଏହି ଜାନକୀ ଈଶ୍ୱର ? ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଉଦ୍‌ଯାପନୀ ସମାରୋହରେ ଧମାଲ ମଚାଇଲେ ଏହି କୁନି ଗାୟିକା

କେନ୍ୟୁଜ୍‌: ଆଇସିସି ଟି-୨୦ ବିଶ୍ୱକପରେ ରବିବାର ଦିନ ପାକିସ୍ତାନ- ଇଂଲଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ଭାରତୀୟ ବଂଶୋଦ୍ଭବ ଜାନକୀ ଈଶ୍ୱର ଟି-୨୦ ବିଶ୍ୱକପର ଉଦ୍‌ଯାପନୀ ସମାରୋହରେ ନିଜର ଯାଦୁଗରି ସଂଗୀତରେ ସମସ୍ତଙ୍କୁ ଝୁମେଇଛନ୍ତି । ମେଲବର୍ଣ୍ଣ ଷ୍ଟାଡିୟମରେ ଏହି…

ଯାଜପୁର: ଉଦଯାପିତ ହେଲା ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା, ଯୋଗଦେଲେ ବହୁ ବିଶିଷ୍ଟ ବ୍ୟକ୍ତି

ଯାଜପୁର(କେନ୍ୟୁଜ୍): ଉଦଯାପିତ ହୋଇଯାଇଛି ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ଧର୍ମଶାଳା ପୁସ୍ତକ ମେଳା। ଧର୍ମଶାଳା ବାଣୀପୀଠ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳନ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପୁସ୍ତକ ମେଳା ୭ଦିନ ଧରି ଚାଲିଥିଲା। ଅନୁଷ୍ଠିତ ଉଦଯାପନୀ ସମାରୋହରେ ଯାଜପୁର ଏସଡ଼ିପିଓ…