Below header
Browsing Tag

cloth

ଭୁବନେଶ୍ବରରେ ହଂକଂର ଏପିକ ଗ୍ରୁପ ଫ୍ୟାକ୍ଟ୍ରି , ପ୍ରସ୍ତୁତ ହେବ ବିଶ୍ବସ୍ତରର କପଡ଼ା

ଭୁବନେଶ୍ବର : ଓଡ଼ିଶାରେ ପ୍ରସ୍ତୁତ ହେବ ବିଶ୍ବସ୍ତରର କପଡ଼ା । ହଂକଂର ଏପିକ ଗ୍ରୁପ ଭୁବନେଶ୍ବରରେ ପ୍ରଥମ କପଡ଼ା ଫ୍ୟାକ୍ଟ୍ରି ନିର୍ମାଣ କରିବ । ୨୨୦ କୋଟି ଟଙ୍କାରେ ନିର୍ମାଣ ହେବ ଏହି ଫ୍ୟାକଟ୍ରି । ୨୦୨୫ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ଓ ଏହା ଦ୍ବାରା ୬ହଜାର ନିଯୁକ୍ତି ସୁଯୋଗ…

କପଡା କଥା ବି ଶୁଣିବ ଆଉ ସିଗନାଲ ବି ଦେବ, ତେଣୁ ଏବେ ଆପଣଙ୍କ ବୋଲତି ବନ୍ଦ

କୁହାଯାଏ କାନ୍ଥ ବାଡର ବି କାନ ଅଛି । ତେଣୁ କିଛି କହିବା ପୂର୍ବରୁ ଭାବିବା ଉଚିତ । ହେଲେ ଏଭଳି କଥ ।ଆମେ ଆପଣଙ୍କୁ କହିବୁ ଯାହା ଶୁଣିଲେ ଆପଣ କାହା ସହ କଥା ହେବା ହିଁ ବନ୍ଦ କରିଦେବେ । ମାନେ କୌଣସି ସିକ୍ରେଟ ତ କେବେ ବି ମୁହଁକୁ ଆଣିବେନି । ଯାହା ମୁଣ୍ଡରେ ଧରିରଖିବେ । ଜାଣନ୍ତି ଆପଣ…