Below header
Browsing Tag

cm naveen pattanaik

୧୩ ତାରିଖରେ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଇନଭେଷ୍ଟର୍ସ ମିଟ୍‌ରେ ଦେବେ ଯୋଗ

କେନ୍ୟୁଜ୍(ବ୍ୟୁରୋ): ୧୩ ତାରିଖରେ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୪ ତାରିଖରେ ମୁମ୍ବାଇରେ ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ସୁରେଶ କୁମାର, ଶିଳ୍ପ ସଚିବ ହେମନ୍ତ…

କଳିଙ୍ଗ ଷ୍ଟାଡିୟମ ଜିମ୍‌ରୁ ନବୀନଙ୍କ ନୀରବ ବାର୍ତ୍ତା, କିଛି ନ କହି ବି ଗୁଜବକାରୀଙ୍କୁ ଦେଇଛନ୍ତି ଅନେକ ମେସେଜ୍‌

ଭୁବନେଶ୍ବର(କେନ୍ୟୁଜ୍):  ଟ୍ରେଡମିଲ୍‌ରେ ଛିଡା ହୋଇଛନ୍ତି ନବୀନ। ପଛପଟେ ଲେଖା ହୋଇଛି ଇମ୍ପପସିବଲ ଇଜ୍‌ ନଥିଙ୍ଗ। କଥାରେ ଅଛି ଫଟୋ ହଜାରେ ଶଦ୍ଦ କହିଥାଏ। ସେହିପରି ଏହି ଫଟୋ ମାଧ୍ୟମରେ ନବୀନ ଅନେକ ରାଜନୈତିକ ବାର୍ତ୍ତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫଟାଇମ…

ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ବାଗତ କରିବେ ୫୦ ହଜାର ଲୋକ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିନ ୧୧ଟା ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ଵାର୍ଡ ଗ୍ରହଣ ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ପକ୍ଷରୁ ବିରାଟ…

ଆଜି କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ପୀୟୁଷ ଗୋଏଲଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓ ପୀୟୁଷ ଗୋଏଲଙ୍କୁ ଭେଟି ପାରନ୍ତି । ଗତ ୨୬ ତାରିଖରେ ଚାଷୀଙ୍କୁ ସାର ଯୋଗାଇବା ଦାବିରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି…

ମୁଖ୍ୟମନ୍ତ୍ରୀଙ୍କୁ ମିଳିବ ଜୀବନ ବ୍ୟାପୀ ସାଧନା ପୁରସ୍କାର, ସମ୍ବର୍ଦ୍ଧନା ପାଇଁ ବିଜେଡିର ବଡ଼ ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ୍): ଜୀବନ ବ୍ୟାପୀ ସାଧନା ପୁରସ୍କାର ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡସେନ ସୋସାଇଟି ପକ୍ଷରୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ,…

ବିଜୁ ମହିଳା ଜନତା ଦଳର ନୂଆ ଟିମ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ବ

କେନ୍ୟୁଜ୍(ବ୍ୟୁରୋ):ବିଜୁ ମହିଳା ଜନତା ଦଳର ନୂଆ ଟିମ ଗଠନ ହୋଇଛି। ଟିମରେ ଅଛନ୍ତି ୨୩ ଜଣ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୭ ଜୋନାଲ୍ ସଭାପତି, ୬ ଜୋନାଲ୍ କାର୍ଯ୍ୟକାରୀ ସଭାପତି ଅଛନ୍ତି। କସ୍ତୁରୀ ମହାପାତ୍ର ମହାସଚିବ ପଦ ବଜାୟ ରଖିଥିବା ବେଳେ ସୁବାସିନୀ ଜେନା, ସୁଲତା…

ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ: ୧୬ଟି ଦେଶର ପ୍ରତିନିଧିଙ୍କ ସହ କଥା ହେଲେ

କେନ୍ୟୁଜ୍(ବ୍ୟୁରୋ): ଦୁବାଇ, ଅହମ୍ମଦାବାଦ ପରେ ଦିଲ୍ଲୀ । ଦିଲ୍ଲୀରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୬ଟି ଦେଶର ରାଷ୍ଟ୍ରଦୂତ ଓ ପ୍ରତିଷ୍ଠିତ ଶିଳ୍ପପତିଙ୍କୁ ଭେଟିଛନ୍ତି । ରାଜ୍ୟରେ ପୁଞ୍ଜିନିବେଶ ଓ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ…

NDAରେ ଯୋଗ ଦିଅନ୍ତୁ ନବୀନ, ଆହୁରି ଫାଇଦାରେ ରହିବେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏନଡିଏରେ ସାମିଲ ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ। ସେ କହିଛନ୍ତି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ ବିଲ ପାସ ବେଳେ ଏନଡିଏ ସରକାରକୁ ବିଜେଡି ବହୁତ ସହଯୋଗ କରିଛି। ୨୦୨୪ ନିର୍ବଚନ ବେଳକୁ…

ନରେଗାରେ ଲୋକଙ୍କୁ ପ୍ରାପ୍ୟ ଶୀଘ୍ର ଦିଅ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନରେଗାରେ ଲୋକଙ୍କୁ ପ୍ରାପ୍ୟ ଶୀଘ୍ର ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି । ଜବ୍‌ କାର୍ଡଧାରୀଙ୍କ ପ୍ରାପ୍ୟ ଦେବାକୁ ରାଜ୍ୟ ସରକାର ଏକ ଫଣ୍ଡ୍‌ କରିଛନ୍ତି । କେନ୍ଦ୍ରରୁ ଅର୍ଥ ଆସିବା ଡେରି ହେଲେ ଏହି…

୨୦୨୪ ଲଢ଼େଇ ପାଇଁ ଫ୍ରଣ୍ଟ ଲାଇନ ଫାଇଟର, ଯୁବ ବିଜେଡି ପରେ ଛାତ୍ର ବିଜେଡିର ନୂଆ ଟିମ୍‌

କେନ୍ୟୁଜ୍(ବ୍ୟୁରୋ): ୨୪ ଲଢ଼େଇ ପାଇଁ ପ୍ରସ୍ତୁତ ଫ୍ରଣ୍ଟ ଲାଇନ ଫାଇଟର । ଯୁବ ବିଜେଡି ପରେ ଛାତ୍ର ବିଜେଡିର ନୂଆ ଟିମ୍‌। ଯୁବ, ଛାତ୍ର ଓ ମହିଳା ଟିମ୍‌ ଦ୍ୱାରା ଦଳକୁ ତୃଣମୂଳସ୍ତରରେ ସଶକ୍ତ କରିବା ପାଇଁ ବିଜେଡିର ଉଦ୍ୟମ। ଆଜି ବିଜୁ ଛାତ୍ର ଜନତା ଦଳ ପୁନର୍ଗଠନ ହୋଇଛି। ଜଣେ ମହାସଚିବଙ୍କ…

ପ୍ରବଳ ବର୍ଷା ପାଇଁ ଭୟଭୀତ ନହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରନ୍ତୁ, ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍‌

କେନ୍ୟୁଜ୍(ବ୍ୟୁରୋ):ପ୍ରବଳ ବର୍ଷା ପାଇଁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୟଭୀତ ନ ହୋଇ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅପିଲ୍‌ କରିଛନ୍ତି…

୯ ଜଣ ଅଧିକାରୀଙ୍କ ଉପରେ ଦୁର୍ନୀତି ଛାଟ, କିଛିଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର ଓ ଆଉ କିଛିଙ୍କ ପେନ୍‌ସନ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି। ୯ ଜଣ ଅଧିକାରୀଙ୍କ ଉପରେ ଦୁର୍ନୀତି ଛାଟ। ୫ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ୨ ଜଣଙ୍କ ପେନ୍‌ସନ ସ୍ଥାୟୀଭାବେ ବନ୍ଦ…