Below header
Browsing Tag

CNG Price in Delhi

ପୁଣି ବଢିଲା ସିଏନଜି ଦର, ଜାଣନ୍ତୁ ଦିଲ୍ଲୀରେ କେତେ ହେଲା ଦାମ୍‌

ପୁଣି ବଢିଲା ସିଏନଜି ଦର । ସକାଳୁ ଦିଲ୍ଲୀ-ଏନସିଆରରେ ସିଏନଜି ଦର ବଢିଥିବା ଖବର ମିଳିଛି । ରାଜଧାନୀ ଦିଲ୍ଲୀ ଏବଂ ନୋଏଡା, ଗାଜିଆବାଦରେ ଦାମ୍‌ ବଢିଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଅଏଲ ମାର୍କେଟିଂ କମ୍ପାନୀ ମୁତାବକ, ସିଏନଜି ଦାମ୍‌ କିଲୋ ପ୍ରତି ୧ ଟଙ୍କା ବଢିଛି । ସିଏନଜି ଦାମ୍‌…

ଗ୍ୟାସ୍‌ ଏବଂ ପେଟ୍ରୋଲ ପରେ ମହଙ୍ଗା ହେଲା CNG, ଜାଣନ୍ତୁ କେତେ ବଢିଲା କିଲୋପ୍ରତି ଦାମ୍‌

ଗ୍ୟାସ୍‌ ଏବଂ ପେଟ୍ରୋଲ ପରେ ପୁଣି ମହଙ୍ଗା ହେଲା CNG । ଦେଶର ରାଜଧାନୀ ସମେତ ଅନେକ ରାଜ୍ୟରେ ସିଏନଜି ଦାମ୍‌ ବଢିଛି। ସିଏନଜିର ନୂଆ ଦାମ୍‌ ସକାଳ ୬ଟାରୁ ଲାଗୁ ହୋଇଛି। ଦିଲ୍ଲୀ ଏନସିଆର ବ୍ୟତୀତ ହରିଆନା ଏବଂ ରାଜସ୍ଥାନରେ ମଧ୍ୟ ସିଏନଜିର ଦାମ୍‌ ବଢିଥିବା ଲକ୍ଷ୍ୟ କରାଯାଇଛି। ସରକାରୀ…