Browsing Tag

colambian

୬୮କୋଟି ଟଙ୍କାର କ୍ଷତି କରିସାରିଲାଣି ଏହି କୁକୁର ! ଧରିଲେ ମିଳିବ ୫୦ ଲକ୍ଷ ଟଙ୍କା ପୁରସ୍କାର

କଲମ୍ବିଆ ଏମିତି ଏକ ଦେଶ ଯାହା ଡ୍ରଗ୍ସ କାରବାର ପାଇଁ ଜଣାଶୁଣା । ଏଠାରେ କାହିଁ କେଉଁ କାଳରୁ ଡ୍ରଗ୍ସ ତତ୍ସକର ମାନେ ନିଜର କାରବାର ଜମାଇ ରଖିଛନ୍ତି କିନ୍ତୁ ସଂବ୍ରା ନାଁରେ ଗୋଟେ କୁକୁର ଅନେକ ତତ୍ସକରଙ୍କର ଜିଇଁବା ମୁସକିଲ୍ କରିସାରିଛି । ଆପଣଙ୍କୁ କହିରଖୁଛୁ କି, ଏହି କୁକୁରଟି ୨ବର୍ଷରେ…