Browsing Tag

Cold storage roof collapse

ଶୀତଳ ଭଣ୍ଡାର ଛାତ ଭାଙ୍ଗି ପଡିବା ଘଟଣା, ମାଲିକଙ୍କ ନାମରେ ରୁଜୁ ହେଲା ମାମଲା

ଉତ୍ତରପ୍ରଦେଶ : ଏକ ଅଭାବନୀୟ ଘଟଣାକ୍ରମେ ଗତକାଲି ଉତ୍ତର ପ୍ରଦେଶ ଚାନ୍ଦୌସି ଅଂଚଳରେ ଏକ ଆଳୁ ଶୀତଳ ଭଣ୍ଡାରର ଛାତ ଭାଙ୍ଗି ପଡିବାରୁ ୮ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଶୀତଳ ଭଣ୍ଡାରର ମାଲିକ ଅଂକୁର ଅଗ୍ରଓ୍ଵାଲ ଓ ରୋହିତ ଅଗ୍ରଓ୍ଵାଲଙ୍କ ନାମରେ ଆଇପିସି ୩୦୩…