Browsing Tag

coldest temperature of the universe

ବୈଜ୍ଞାନିକମାନଙ୍କ କମାଲ: ତିଆରି କରି ଦେଲେ ବ୍ରହ୍ମାଣ୍ଡର ସବୁଠାରୁ ଥଣ୍ଡା ତାପମାତ୍ରା, ଜାଣନ୍ତୁ କେମିତି ହେଲା ଏ ସବୁ

ବିଶ୍ୱର ସବୁଠାରୁ ଥଣ୍ଡା ଜାଗା ଆଣ୍ଟାର୍କଟିକାକୁ ଭୋସ୍‌ତକ ଷ୍ଟେଶନ କୁହାଯାଇଥାଏ। ଏଠାରେ ରକ୍ତ ଜମାଟ ବାନ୍ଧି ଦେବା ଭଳି ଥଣ୍ଡା ପଡ଼ିଥାଏ। ଏଠାକାର ତାପମାତ୍ରା ମାଇନସ୍‌ ୮୯ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଚାଲିଯାଇଥାଏ। ବୈଜ୍ଞାନିକମାନେ ମଧ୍ୟ ଏଠାକାର ତାପମାତ୍ରାଠାରୁ ଆହୁରି ଅଧିକ ଥଣ୍ଡା…