ବାପରେ କି ମାଡ! ବିଚ୍ ରାସ୍ତାରେ କଲେଜ ଛାତ୍ରୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଲେ ଯୁବକ
ସମ୍ବଲପୁର(କେନ୍ଯୁଜ୍): ସମ୍ବଲପୁର ଧମା ଥାନା ଅଞ୍ଚଳର ରାସ୍ତା କଡ଼ରେ ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଯୁବକଙ୍କ ଦ୍ୱାରା
ମାଡ଼ ମରାଯିବା ବେଳର ଭିଡିଓ ଭାଇରାଲ୍। ସଂଖ୍ୟାଧିକ ଛାତ୍ରଛାତ୍ରୀ କଲେଜରୁ ବାହାରି ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ଘଟିଛି ଏହି ଘଟଣା । କଲେଜ ଓ ଗ୍ରୀଡ ମଝି ଅଞ୍ଚଳରେ ଜଣେ…