Below header
Browsing Tag

comedian raju srivastava

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରିବାର ପକ୍ଷରୁ ନିବେଦନ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉଛି ବୋଲି ଖବର ମିଳିଛି। ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ ଡ୍ୟାମେଜ ହୋଇଥିବା ଖବର ଗତକାଲି ଆସିଥିଲା। ଯାହାପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। ଏବେ ରାଜ ଶ୍ରୀବାସ୍ତବଙ୍କ ପରିବାର…

ଆଞ୍ଜିଓପ୍ଲାଷ୍ଟି ପରେ ରାଜୁଙ୍କର ବ୍ରେନ ଡ୍ୟାମେଜ ହୋଇଥିବା ସୂଚନା, ଫେରୁନି ଚେତା

ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ ହାର୍ଟଆଟାକର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଗତକାଲି ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ ଥିବା ବେଳେ ଏବେ ଅଭିନେତାଙ୍କ ବ୍ରେନ୍ ଡ୍ୟାମେଜ…

ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

ରାଜୁ ଶ୍ରୀବାସ୍ତବ, କେବଳ ନାଁଟି ହିଁ ଯଥେଷ୍ଟ। କିଏ ବା ନ ଜାଣିଛି ରାଜୁଙ୍କୁ। ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା।…

ଆଞ୍ଜିଓପ୍ଲାଷ୍ଟି ହେବା ପରେ ଭେଣ୍ଟିଲେଟର ସପୋର୍ଟରେ ରାଜୁ ଶ୍ରୀବାସ୍ତବ, ଫ୍ୟାନ୍ସ କରୁଛନ୍ତି ପ୍ରାର୍ଥନା

ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଫ୍ୟାନ୍ସ ଏବେ ପ୍ରାର୍ଥନା କରୁଛନ୍ତି। ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହୃଦଘାତର ଶିକାର ହେବା ପରେ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ…

ପୁଣି ଥରେ ପରଦା ଆଗରେ ଦର୍ଶକଙ୍କ ମନୋରଞ୍ଜନ କରିବେ କମେଡିଆନ ରାଜୁ ଶ୍ରୀବାସ୍ତବ

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ କିଏ ବା ନ ଜାଣେ । ଷ୍ଟାଣ୍ଡଅପ କମେଡି କରି ଅନେକ ଲୋକଙ୍କ ମନକୁ ଜିତିଛନ୍ତି ଏହି କଳାକାର । ଷ୍ଟାଣ୍ଡଅପ କମେଡିଆନ ରାଜୁଙ୍କ କମିକ ଟାଇମିଙ୍ଗ ମଧ୍ୟ ଜବରଦସ୍ତ ରହିଥାଏ । ବହୁତ ଭଲ ଷ୍ଟେଜ ପରର୍ଫମର ଭାବେ ସେ ସବୁଆଡେ ପରିଚିତ । କିଛି ଦିନ ହେବ ତାଙ୍କର ଏହି ଝଲକ…