Browsing Tag

Commercial Gas Cylinder

ରାଜ୍ୟରେ ଗ୍ୟାସ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ଭୁବନେଶ୍ବର: ରାଜ୍ୟରେ ଏଲ୍‌ପିଜି ଓ ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବାକୁ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହନିର୍ମାଣ ଓ ନଗର ଉନ୍ନୟନ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡ଼ଃ…

ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍, ଚିନ୍ତାରେ ବ୍ୟବସାୟୀ

ବଢ଼ିଲା ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଦର । ୧୯୫.୫୦ ବୃଦ୍ଧି କରାଯାଇଛି । ଆଜିଠୁ ନୂଆ ଦର ଲାଗିଛି । ରାଜଧାନୀ ଭୁବନେଶ୍ୱରରେ ଏହି ସଂଶୋଧିତ ମୂଲ୍ୟ ଏବେ ୨ ହଜାର ୨୯ ଟଙ୍କାରେ ପହଞ୍ଚିଛି । ଏହି ଦର ବୃଦ୍ଧି ମୁଖ୍ୟତଃ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଛୋଟ ଖାଦ୍ୟ ଦୋକାନୀଙ୍କ ଉପରେ ଆର୍ଥିକ ଚାପ…

ମାସ ଆରମ୍ଭରୁ କମିଲା ଗ୍ୟାସ ଦର

ଆଜିଠାରୁ ଜୁନ ମାସ ଆରମ୍ଭ ହେଉଥିବା ବେଳେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଇଲେକ୍ଟ୍ରି ବାଇକ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ର କିଛି ନିୟମ ବଦଳିବାକୁ ଯାଉଛି । ତେବେ ଏହା ମଧ୍ୟରେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଆସିଛି ଏକ ବଢ଼ିଆ ଖୁସି ଖବର । ପେଟ୍ରୋଲିୟମ କମ୍ପାନୀ…

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ୨୬୬ ଟଙ୍କା ବଢିଲା LPG ଦାମ୍‌

ଦୀପାବଳି ପୂର୍ବରୁ ନଭେମ୍ବର ମାସ ପହିଲାରୁ ଆରମ୍ଭ ହୋଇଛି ମହଙ୍ଗା ମାଡ । ସାଧାରଣ ଗ୍ରାହକ ଏବେ ଚିନ୍ତାରେ। ଖାସ କରି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୨୬୬ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି କେବଳ କର୍ମସିଆଲ ସିଲିଣ୍ଡରରେ ଘଟିଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି…