Browsing Tag

communist leader banshidhar das

ବିଶିଷ୍ଟ କମ୍ଯୁନିଷ୍ଟ ନେତା ବଂଶୀଧର ଦାସଙ୍କ ପରଲୋକ, ଭାଗଚାଷୀଙ୍କ ହକ୍‌ ପାଇଁ କରିଥିଲେ ଅନେକ ଆନ୍ଦୋଳନ

ଭୁବନେଶ୍ବର: ବିଶିଷ୍ଟ କମ୍ଯୁନିଷ୍ଟ ନେତା ବଂଶୀଧର ଦାସଙ୍କ ଆଜି ପରଲୋକ ହୋଇଛି । ୮୮ ବର୍ଷ ବୟସରେ ଏସିସିବିରେ ତାଙ୍କ ଦେହାନ୍ତ ହୋଇଛି । ଅନେକ ଲଢ଼େଇ କରି ହଜାର ହଜାର ହରିଜନଙ୍କ ଜମି ଫେରାଇବାରେ ସକ୍ଷମ ହୋଇଥିଲେ । ଭାଗଚାଷୀଙ୍କ ହକ୍‌ ପାଇଁ ଅନେକ ଆନ୍ଦୋଳନ କରିଥିଲେ ବଂଶୀଧର ଦାସ । ସେ…