Below header
Browsing Tag

Congress candidate

କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ

ପୁରୀ : ପୁରୀରେ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ । ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଛି । ପୁରୀ ବସଷ୍ଟାଣ୍ଡ ନିକଟରେ କେହି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଛି । ଖବର ପାଇ ପୁରୀ ସିଟି ଡିଏସପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି…

ପୁରୀ ଲୋକସଭା: ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପୁରୀ (କେନ୍ୟୁଜ): ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୁରୀ ଲୋକସଭା ଆସନରୁ ଲଢ଼ିବେ ଜୟନାରାୟଣ ପଟ୍ଟନାୟକ । ଜୟ ନାରାୟଣ ପଟ୍ଟନାୟକ ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଅଛନ୍ତି ।…

ଆସିଲା ରାଜ୍ୟ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଆଜି ମୋଟ୍ ୭୫ ଆସନ ପାଇଁ ତାଲିକା ଜାରି…

ଭୁବନେଶ୍ୱର : ଆସିଲା ରାଜ୍ୟ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ଭଣ୍ଡାରୀପୋଖରୀରୁ ଲଢ଼ିବେ ଭେଟେରାନ୍ ନିରଞ୍ଜନ ପଟ୍ଟନାୟକ । ଆନନ୍ଦପୁରରୁ ଜୟଦେବ ଜେନା ପ୍ରାର୍ଥୀ ହୋଇଛି । ସମ୍ବଲପୁରରୁ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ୍, ରେଙ୍ଗାଲିରୁ ଦିଲ୍ଲୀପ…

ସରଗରମ ଝାରସୁଗୁଡା ଉପ-ନିର୍ବାଚନ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଝାରସୁଗୁଡ଼ା (କେନ୍ୟୁଜ): ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ଆଜି ସକାଳ ୧୦:୦୦ ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେ ଝାରସୁଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିବେ । ଏହି ଅବସର ରେ…