Browsing Tag

construction building

ନୂତନ ଘର କରିବାକୁ ଯୋଜନା କରୁଛନ୍ତି କି ? ଜାଣନ୍ତୁ କେଉଁ ବାରରେ ଆରମ୍ଭ କରିବେ ଗୃହ କାର୍ଯ୍ୟ

ଲୋକେମାନେ ବସବାସ କରିବା ପାଇଁ ନିହାତି ଭାବେ ଜରୁରୀ ହୋଇଥାଏ ଗୋଟିଏ ବାସଗୃହ । ଏହି ବାସଗୃହ ହିଁ ପ୍ରତ୍ୟେକ ମଣିଷର ଆଶରା । ଯେତେବେଳେ ଲୋକେ ଘର ତିଆରି କରିବା ପାଇଁ ଆରମ୍ଭ କରିଥାନ୍ତି, ସେତେବେଳେ ବାର, ତିଥି ଏବଂ ନକ୍ଷେତ୍ରକୁ ଭିତ୍ତିକରି ଆଗକୁ ବଢ଼ିଥାନ୍ତି । କଥାରେ ଅଛି ପ୍ରତ୍ୟେକ ମଣିଷ…

ଦିଲ୍ଲୀରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ଏକାଧିକ ଶ୍ରମିକ ଚାପି ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି

ଦିଲ୍ଲୀ : ଦିଲ୍ଲୀରେ ବଡ଼ ଦୁର୍ଘଟଣା । ଭୁଶୁଡିଲା ନିର୍ମାଣଧୀନ ବିଲ୍‌ଡିଂ । ସତ୍ୟ ନିକେତନ ନିକଟରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡି ପଡିଛି । ଏଥରେ ଏକାଧିକ ଶ୍ରମିକ ଚାପି ରହିଥିବା ଜଣାପଡିଛି । ଏନ୍‌ଡିଆର୍‌ଏଫ୍‌ ଏହି ଦୁର୍ଘଟଣାସ୍ଥଳରୁ ଜଣଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ…