Below header
Browsing Tag

corex seized

ଗୁଇନ୍ଦା ଅବକାରୀ ବିଭାଗ ଦ୍ୱାରା ବହୁ ପରିମାଣ କୋରେକ୍ସ ଜବତ, ୩ ଗିରଫ

 ସମ୍ବଲପୁର : ସମ୍ବଲପୁର ଗୁଇନ୍ଦା ଅବକାରୀ ବିଭାଗ ଦ୍ୱାରା ଆଜି ଝୁପଡିପଡା ଠାରେ ଚଢ଼ାଉ କରି ବ୍ୟାପକ ମାତ୍ରାରେ କୋରେକ୍ସ ଜବତ କରିଛି l ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁଇନ୍ଦା ଅବକାରୀ ବିଭାଗ ଅଧିକାରୀମାନେ ଜଣେ କୋରେକ୍ସ ବିକ୍ରି କରୁଥିବା ଯୁବକକୁ ଧରିଥିଲେ l ତେବେ ଉକ୍ତ ଯୁବକକୁ…

ସମ୍ବଲପୁରରୁ ବିପୁଳ ପରିମାଣର କୋରେକ୍ସ ଜବତ, ୫ଗିରଫ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରୁ ବିପୁଳ ପରିମାଣର କୋରେକ୍ସ ଜବତ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ୧ ହଜାର ୧୧୭ ବୋତଲ୍‌ କୋରକ୍ସ, ଗୋଟିଏ ମୋଟର ସାଇକେଲ୍‌ ଓ ୩ ହଜାର ଟଙ୍କା ଜବତ ହୋଇଛି । ସାହୁ କଲୋନୀ ଓ ଶନି ମନ୍ଦିର ପଛ ପାଖରେ କୋରେକ୍ସ ବ୍ରିକ୍ରି ହେଉଥିବା…