ସମ୍ବଲପୁରରୁ ବିପୁଳ ପରିମାଣର କୋରେକ୍ସ ଜବତ, ୫ଗିରଫ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରୁ ବିପୁଳ ପରିମାଣର କୋରେକ୍ସ ଜବତ । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଟାଉନ୍‌ ଥାନା ପୋଲିସ । ୧ ହଜାର ୧୧୭ ବୋତଲ୍‌ କୋରକ୍ସ, ଗୋଟିଏ ମୋଟର ସାଇକେଲ୍‌ ଓ ୩ ହଜାର ଟଙ୍କା ଜବତ ହୋଇଛି । ସାହୁ କଲୋନୀ ଓ ଶନି ମନ୍ଦିର ପଛ ପାଖରେ କୋରେକ୍ସ ବ୍ରିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇଟି ଟିମ୍‌ ଗଠନ କରି ଚଢାଉ କରିଥିଲା ଟାଉନ୍‌ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.