Below header
Browsing Tag

corona infection

ଦେଶରେ ବଢ଼ୁଛି କରୋନା ସଂକ୍ରମଣ: ବାଧ୍ୟତାମୂଳକ ହେଲା ଆଇସୋଲେସନ୍; ସ୍ବାସ୍ଥ୍ୟ ମନ୍ତ୍ରାଳୟର କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ। ସର୍ଭେଲାନ୍ସ, ଟେଷ୍ଟିଂ ସହ ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗର ଚିଠି। ସବୁ ହସ୍ପିଟାଲ, ମେଡିକାଲ କଲେଜକୁ ଆଲର୍ଟ ରହିବାକୁ ଚିଠି ଲେଖିଲା ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସବୁ ସିଡିଏମ୍ , ପିଏଚଓଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖି…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୪୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୯ ନୂଆ ଆକ୍ରାନ୍ତ । ଏହି ସମୟରେ ୬ହଜାର ୭୭୨ କୋଭିଡ୍‌ ଟେଷ୍ଟ ହୋଇଛି । ତେବେ କୋଭିଡରେ କେହି ପ୍ରାଣ ହରାଇ ନାହାନ୍ତି । ସୁସ୍ଥ ହୋଇଛନ୍ତି ୨୦୩ ଆକ୍ରାନ୍ତ । ରାଜ୍ୟରେ ମୋଟ ଆକ୍ଟିଭ କେସ…

ମାନସିକ ଅବସାଦ ଗ୍ରାସିତ ପିଲା କରୋନାରେ ଅଧିକ ଭାବେ ହୋଇପାରନ୍ତି ସଂକ୍ରମିତ, ରିପୋର୍ଟରୁ ସୂଚନା

କରୋନର ୩ୟ ଲହାରୀରେ ସବୁଠୁ ଅଧିକ ଛୋଟ ଛୁଆ ଆକ୍ରାନ୍ତ ହେବାର ଖବର ସାମ୍ନାକୁ ଆସିଛି । ରିପୋର୍ଟରୁ ପ୍ରକାଶ ହୋଇଛି ଯେ, ପିଲାମାନେ ମାନସିକ ଅବସାଦରେ ରହୁଛନ୍ତି, ଯାହା କରୋନାରେ ସଂକ୍ରମିତ ହେବାରେ ତାଙ୍କୁ ସାହାଯ୍ୟ କରିବ । ଜର୍ନଲ ଆମେରିକା ମେଡିକାଲ ଆସୋସିଏସନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ…

ଏବେ କରୋନା ସଂକ୍ରମିତ ଲୋକଙ୍କୁ ଚିହ୍ନଟ କରିବ କୁକୁର! RT PCR ଭଳି ୯୭ ପ୍ରତିଶତ ଠିକ ଫଳାଫଳ ଆସିଲା ସାମ୍ନାକୁ

ଏବେ ଆପଣଙ୍କ ପାଳିତ କୁକୁର ବି କରୋନା ସଂକ୍ରମଣର ସୂଚନା ଦେଇ ପାରିବ। ଆଉ କୁକୁର ଦ୍ୱାରା ଦିଆଯାଇଥିବା ସୂଚନା ୯୭ ପ୍ରତିଶତ ଠିକ ପ୍ରମାଣିତ ହୋଇପାରେ। ନିକଟରେ କୁକୁର ଉପରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏହି ଖୁଲାସା ହୋଇଛି। ଫ୍ରାନ୍ସ ବୈଜ୍ଞାନିକ କରିଥିଲେ ରିସର୍ଚ୍ଚ ଫ୍ରାନ୍ସ…

କରୋନା ସଂକ୍ରମଣକୁ ବଢ଼ାଇଥାଏ ଆପଣଙ୍କର ଏହି ୫ ସାଧାରଣ ଅଭ୍ୟାସ!

କରୋନା ଭାଇରସ୍‌ର ଦ୍ୱିତୀୟ ଲହରୀ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସାରା ଦେଶରୁ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଏଭଳି ସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ କୋଭିଡ-୧୯କୁ ନେଇ ଏକ ଭୟ ପଶିଯାଇଛି। କିନ୍ତୁ ମୁସ୍କିଲ ସମୟରେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖି ଏହି ଭୟକୁ କାବୁ କରିବାକୁ…

ଥରେ ସୁସ୍ଥ ହୋଇସାରିଥିବା ରୋଗୀଙ୍କୁ ପୁଣିଥରେ ହୁଏ କି କରୋନା ସଂକ୍ରମଣ ? ଜାଣନ୍ତୁ କଣ କହୁଛନ୍ତି ଡାକ୍ତର

ଚୀନରୁ ବ୍ୟାପିଥିବା କରୋନା ଭାଇରସକୁ ନେଇ ସାରା ବିଶ୍ଵ ଆତଙ୍କିତ । ଭାରତରେ ଏହି ଭାଇରସରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୪୮ ଜଣ ସଂକ୍ରମଣ ହୋଇସାରିଛନ୍ତି । ଏହା ମଧ୍ୟରେ ୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । ଏହାସହିତ ୧୪ ଜଣ ରୋଗୀ ସୁସ୍ଥ ମଧ୍ୟ ହୋଇଯାଇଛନ୍ତି । ଯଦିଓ ଡାକ୍ତର ମାନେ କହିଥିଲେ ଯେ…