Below header
Browsing Tag

corona new variant

ଚିନ୍ତା ବଢ଼ାଉଛି କରୋନାର ନୂଆ ଭାରିଆଣ୍ଟ, ଏହି ୫ ଲକ୍ଷଣ ଦେଖାଯାଉଥିଲେ ହୁଅନ୍ତୁ ସାବଧାନ

କରୋନା ଭାଇରସ୍‌ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ଶେଷ ହୋଇ ନାହିଁ । ଏହା ଲଗାତାର ଭାବେ ଲୋକଙ୍କୁ ପ୍ରଭାବିତ କରୁଛି । ଗତ କିଛି ମାସ ମଧ୍ୟରେ କୋଭିଡ-୧୯ର ନୂଆ ମାମଲା କମ ଆସୁଥିଲା । କିନ୍ତୁ ବର୍ତ୍ତମାନ କରୋନାର ନୂଆ ଭାରିଆଣ୍ଟ ସାମ୍ନାକୁ ଆସିଛି, ଯାହା ଏକ୍ସପର୍ଟଙ୍କ ଚିନ୍ତା ବଢ଼ାଇ ଦେଇଛି ।…

ବ୍ରିଟେନରେ ବ୍ୟାପୁଛି କରୋନାର ନୂଆ ଭାରିଏଣ୍ଟ EG.5.1, WHO ରଖିଛି ନଜର

ସମଗ୍ର ବିଶ୍ୱରୁ କୋଭିଡ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ୨୦୨୦ରେ ଆରମ୍ଭ ହୋଇଥିବା ମହାମାରୀ ୩ ବର୍ଷ ହେଲାଣି ଶେଷ ହୋଇନାହିଁ । କୋଭିଡ ଭାଇରସର ଅଲଗା ଅଲଗା ଭାରିଏଣ୍ଟ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି । ଏପରି ସ୍ଥଳେ ବ୍ରିଟେନରେ ଏକ ନୂଆ ଭାରିଏଣ୍ଟ ବ୍ୟାପୁଥିବାର ଖବର ମିଳିଛି । ୟୁକେ ହେଲଥ…

କରୋନା ଭାଇରସ ୪ ର୍ଥ ଲହରୀ: କରୋନାର ଖତରନାକ ଭାରିଆଣ୍ଟ ଓମିକ୍ରନ୍ ପୁଣିଥରେ ବଦଳାଇଲା ରୂପ, ଜାଣନ୍ତୁ ଭାରତ ପାଇଁ କେତେ…

Covid-19 Omicron ସବ-ଭାରିଆଣ୍ଟ BA.2.75 ଭାରତରେ ଦେଖା ଯାଇଛି। ବର୍ତ୍ତମାନ ପୁଣି ଥରେ ଅଧିକ ମାତ୍ରାରେ କରୋନାଭାଇରସ୍ ବଢ଼ିବାରେ ଲାଗିଛି। ତେବେ ଏହି ମହାମାରୀ ହେବାର ଆଶଙ୍କା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। କାରଣ ଗତ ୧୦ ଦିନରୁ ସାରା ଦେଶରେ ୧ ଲକ୍ଷରୁ ଅଧିକ ନୂଆ ମାମଲା ରୁଜୁ…

ଦେଶର କରୋନା ସ୍ଥିତି ନେଇ ପିଏମ ମୋଦିଙ୍କ ସମୀକ୍ଷା ବୈଠକ, ‘ଓମିକ୍ରନ’ଉପରେ ଫୋକସ

ନୂଆଦିଲ୍ଲୀ(କେ ନ୍ୟୁଜ):  ଦେଶର କରୋନା ସ୍ଥିତି ଓ ଟିକାକରଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜୀବ ଭୂଷଣ ଏବଂ ନୀତି…

ନୂଆ ଭାରିଆଣ୍ଟ ନେଇ WHO ଆଲର୍ଟ, ନାଁ ରଖାଗଲା ‘ଓମିକ୍ରନ’

କରୋନା ଭାଇରସର ନୂଆ ଭାରିଆଣ୍ଟ ନେଇ ସାରା ବିଶ୍ୱରେ ହଇଚଇ । ନୂଆ ଭାରିଆଣ୍ଟ ନେଇ ଆଲର୍ଟ ଅଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗତକାଲି WHOର ଟେକ୍ନିକାଲ ଆଡଭାଇଜୋରୀ ଗ୍ରୁପର ଜରୁରୀକାଳୀନ ବୈଠକ ବସିଥିଲା । ଏଥିରେ ଏହି ଭାଇରସକୁ ‘ଓମିକ୍ରନ’ ନାମରେ ନାମିତ କରିିଛି । କେବଳ ଏଥିକି ନୁହେଁ ଏହାକୁ…

ଭାରତରେ ଦେଖାଦେଲା କରୋନାର ଆଉ ଏକ ମାରାତ୍ମକ ଭେରିୟାଣ୍ଟ , ମାତ୍ର ୭ ଦିନ ଭିତରେ ମାତ୍ରାଧିକ କମିଯାଉଛି ରୋଗୀଙ୍କ ଓଜନ

କରୋନା ଭାଇରସ ଲଗାତାର ନିଜ ରୂପ ବଦଳାଇ ଭୟାବହ ରୂପ ନେବାରେ ଲାଗିଛି । ଦିନ କୁ ଦିନ ଭାଇରସର ନୂଆ ନୂଆ ଭେରିୟାଣ୍ଟ ବି ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ କରୋନାର ଆଉ ଏକ ନୂଆ ଭେରିୟାଣ୍ଟ ଭାରତରେ ଦେଖାଦେଇଛି । ଏହି ଭେରିୟାଣ୍ଟ ଏତେ ମାରାତ୍ମକଯେ ସଂକ୍ରମିତ ହେବାର ମାତ୍ର ୭ ଦିନ ଭିତରେ…