ପୁରୀ: ହୋଟେଲକୁ କୋଭିଡ୍ କେୟାର ହୋମ୍ରେ ପରିବର୍ତ୍ତନ, ୩୦ଟି ରୁମ୍ରେ ରହୁଛନ୍ତି ପ୍ରାୟ ୭୦ ସେବକ ପରିବାର
ପୁରୀ : ପୁରୀ ସହରରେ କରୋନା କାୟା ବିସ୍ତାର କରିଚାଲିଥିବା ବେଳେ ପ୍ରତିଦିନ ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମହାପ୍ରଭୁଙ୍କ ସେବା ପୂଜା ଓ ପାଳି ଖଟୁଥିବା ୫୦ରୁ ଅଧିକ ପାଳିଆ ସେବକ ଆକ୍ରାନ୍ତ ହୋଇସାରିଲେଣି । ଦୁଇ ସେବାୟତଙ୍କ ପ୍ରାଣ ନେଇଛି କରୋନା । ଶ୍ରୀମନ୍ଦିର ସେବକଙ୍କ…