Browsing Tag

coronar disease

ବିଶ୍ୱରେ କରୋନାର ସାଂଘାତିକ ରୂପ: ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ସଂକ୍ରମଣର ସାଂଘାତିକ ରୂପ । ଲଗାତର ୩ ଦିନ ହେବ ୩୦ ଲକ୍ଷ ଉପରେ ସଂକ୍ରମଣ। ୨୪ ଘଣ୍ଟାରେ ୩୧ ଲକ୍ଷ ୭୨ ହଜାର ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୭ ହଜାର ୨୯୯ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୬ ହଜାର ୪୯୩ କରୋନା ପଜିଟିଭ କେସ ।…