Below header
Browsing Tag

coronavirus in italy

ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

ଇଟାଲୀ: ଇଟାଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ହଜାର ୭୭୯ ଲୋକ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ଶେଷକୃତ୍ୟ ପାଇଁ ସ୍ଥାନ ମିଳୁନାହିଁ । ଏତେ ସଂଖ୍ୟାରେ ମୃତଦେହକୁ ପୋତିବା ପାଇଁ ମଶାଣିରେ ସ୍ଥାନ ନାହିଁ…

ଇଟାଲୀରେ କରୋନା ବିଭୀଷିକା, ଗୋଟିଏ ଦିନରେ ୬୨୭ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । ଇଟାଲୀରେ ଗତକାଲି ଗୋଟିଏ ଦିନରେ ରେକର୍ଡ ୬୨୭ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୫ ହଜାର ୯୮୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏବେ ଇଟାଲୀରେ ମୃତକଙ୍କ ସଂଖ୍ୟା ୪ ହଜାର ୩୨ ହୋଇଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ…

କରୋନା ମୃତ୍ୟୁରେ ଚୀନ୍‌କୁ ଟପିଲା ଇଟାଲୀ, ପ୍ରାଣ ହରାଇଲେଣି ୩୧ ହଜାର ୧୯୦ ଜଣ ଆକ୍ରାନ୍ତ

ଇଟାଲୀ: କରୋନା ଯୋଗୁ ଇଟାଲୀରେ ମୃତ୍ୟୁ ବିଭୀଷିକା । କରୋନା ମୃତ୍ୟୁରେ ଚୀନ୍‌କୁ ଟପିଛି ଇଟାଲୀ । ଇଟାଲୀରେ ୩ ହଜାର ୪୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚୀନ୍‌ରେ କରୋନା ମୃତ୍ୟୁ ୩ ହଜାର ୨୪୮ରେ ପହଞ୍ଚିଛି । ଇଟାଲୀରେ ୩୧ ହଜାର ୧୯୦ ଜଣ ଆକ୍ରାନ୍ତ ହୋଇଛନ୍ତି । ଇଟାଲୀରେ ପ୍ରାଣ ହରାଇଥିବା…

ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା, ରବିବାର ଗୋଟିଏ ଦିନରେ ୩୬୮ ଲୋକଙ୍କ ପ୍ରାଣ ଯାଇଛି

ଇଟାଲୀ: ଇଟାଲୀରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ରବିବାର ଗୋଟିଏ ଦିନରେ ଇଟାଲୀରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ ଇଟାଲୀରେ କରୋନା ଭାଇରସ୍‌ରେ ମୃତ୍ୟୁ ସଂଖ୍ୟା ୧୮୦୯ ହୋଇଛି । ୨୪ ହଜାର ୭ ଶହ ଲୋକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ପରେ ଇଟାଲୀରେ କରୋନା ମୃତ୍ୟୁ…