Browsing Tag

Coronavirus India updates

ସାମ୍ନାକୁ ଆସିଲା କରୋନା ବ୍ୟାପିବାର ଆଉ ଏକ ବାଟ, ସ୍କ୍ରିନିଂ ବେଳେ ବି ସଂକ୍ରମିତ ହେଉଛି ମାରାତ୍ମକ ଭାଇରସ୍‌; ଜାଣନ୍ତୁ…

ବର୍ତ୍ତମାନ ସାରା ବିଶ୍ୱବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି କରୋନା। କରୋନା ଯୋଗୁ ପ୍ରତିଦିନ ଏକାଧିକ ଲୋକଙ୍କ ଜୀବନ ଯାଉଥିବାରୁ ଏହି ରୋଗକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି। ମୁଖ୍ୟତଃ ଏହାର ଔଷଧ ବାହାରି ନଥିବାରୁ କରୋନାକୁ ନେଇ ଲୋକେ ଅଧିକ ଆତଙ୍କିତ ଅଛନ୍ତି। ତେବେ…

କରୋନା ଭାଇରସ୍‌କୁ ନେଇ ଭାରତ ଉପରେ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ କ୍ରିକେଟର, କହିଲେ- ‘ମେଡିକାଲରେ କିଛି ସୁବିଧା…

କରୋନା ଭାଇରସ୍‌ ଯୋଗୁ ସାରା ଦୁନିଆ ଏକ ପ୍ରକାରର ଅଚଳ ହୋଇଯାଇଛି କହିଲେ ଚଳେ। ସଂକ୍ରମଣ ହେବା ଭୟରେ ଲୋକମାନେ ଏବେ ଘରୁ ବାହାରୁନାହାନ୍ତି। ଦିନକୁ ଦିନ ଏହି ମାମଲା ବଢ଼ିଚାଲିଛି। ଏବେ କରୋନାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି। ଏନେଇ ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତର ଚୀନ୍‌ ଉପରେ…

ଘରକୁ ଫେରିବେ ଚୀନର ଉହାନରୁ ଫେରିଥିବା ଭାରତୀୟ, ଆସିଲା ୪୦୬ ଜଣଙ୍କ ଚୁଡାନ୍ତ ରିପୋର୍ଟ

ଚୀନ୍‌ର ଉହାନରୁ ଫେରି ଆଇଟିବିପି କ୍ୟାମ୍ପରେ ଥିବା ଭାରତୀୟଙ୍କ ମଧ୍ୟରୁ ୪୦୬ ଜଣଙ୍କ ଚୁଡାନ୍ତ ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରୁ କେହି କରୋନା ଆକ୍ରାନ୍ତ ହୋଇ ନାହାନ୍ତି। ଆସନ୍ତାକାଲି ଠାରୁ ଏମାନେ ଘରକୁ ଫେରିବେ। ପର୍ଯ୍ୟାୟକ୍ରମେ ଏମାନଙ୍କୁ ଘରକୁ ଛଡ଼ାଯିବ ବୋଲି ଜଣାପଡିଛି। ଚୀନରେ କରୋନା…