କରୋନା ଭାଇରସ୍ ଯୋଗୁ ଅଧିକ ସଂକ୍ରମିତ ହେଉଛନ୍ତି ନବଜାତକ, ଜାଣନ୍ତୁ ଏହି ମାରାତ୍ମକ ଭାଇରସ୍ରୁ ବର୍ତ୍ତିବାକୁ ଗର୍ଭବତୀ…
କରୋନା ଭାଇରସ୍ର ଆତଙ୍କ ସାରା ବିଶ୍ୱରେ ଜାରି ରହିଛି। ଏହି ମାରାତ୍ମକ ଭାଇରସ୍ ଯୋଗୁ ବର୍ତ୍ତମାନ ଚୀନ୍ରେ ପ୍ରାୟ ୯୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇସାରିଥିବାରୁ କରୋନାରୁ ମୁକ୍ତି ପାଇବାକୁ ସମସ୍ତେ ଚେଷ୍ଟା ଚଳାଇଛନ୍ତି। ନିକଟରେ ଜଣେ ନବଜାତକକୁ କରୋନା ହୋଇଥିବା ଜଣାପଡ଼ିବା ପରେ…