Browsing Tag

coronavirus side effects

କରୋନାର ଏମିତି ପାର୍ଶ୍ୱ ପ୍ରତିକ୍ରିୟା…ବ୍ୟକ୍ତିଙ୍କ ପ୍ରାଇଭେଟ୍‌ ପାର୍ଟ ହିଁ ଫାଟିଗଲା!

କରୋନା ଭାଇରସର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ସାମ୍ନାକୁ ଆସି ସାରିଛି। କିନ୍ତୁ ଆମେରିକାରେ କରୋନା ପୀଡିତ ଜଣେ ବ୍ୟକ୍ତିଙ୍କ ସହ ଯାହା ଘଟିଛି, ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ ରହିଛି। ୭୨ ବର୍ଷୀୟ ଏହି ବ୍ୟକ୍ତି ଦୀର୍ଘ ଦିନ ଧରି କରୋନାରେ ସଂକ୍ରମିତ ଥିଲେ, କିନ୍ତୁ ଯେବେ ସେ ସୁସ୍ଥ ହେଲେ ତ…

କରୋନା ପରେ ବ୍ୟକ୍ତିଙ୍କର ଆଖି ରଙ୍ଗ ପରିବର୍ତ୍ତନ ସହ ମତିଭ୍ରମ ଭଳି ସମସ୍ୟା ଦେଖାଯାଉଛି, ଜାଣନ୍ତୁ

କରୋନା ସଂକ୍ରମଣର ପ୍ରଭାବ ସୁସ୍ଥ ଥିବା ପରେ ମଧ୍ୟ ଦେଖାଯାଉଛି । କରୋନାକୁ ହରେଇଥିବା ଲୋକଙ୍କ ମଧ୍ୟରେ ଏବେ ନୂଆ ସମସ୍ୟା ଦେଖାଯାଉଛି । ଆଖିର ରଙ୍ଗ ପରିବର୍ତ୍ତନ ହେବା ସହ କେତେଜଣଙ୍କ ପାଖରେ ଭୁଲିବା ସମସ୍ୟା ଦେଖାଯାଉଛି । ତେଣୁ ଏଥିପାଇଁ ଉତ୍ତମ ଡାଏଟର ଆବଶ୍ୟକତା ରହିଛି । ଏହା ବ୍ୟତିତ…