ଏବେ ସପ୍ତାହକୁ ମାତ୍ର ୪ଦିନ ଖୋଲା ଅଫିସ୍, ୩ ଦିନ ମିଳିବ ଛୁଟି; ଜାଣନ୍ତୁ କେବେ ଠୁ ଲାଗୁ ହେବ ଏହି ନିୟମ
ନୂଆଦିଲ୍ଲୀ: ସରକାର ନୂଆ ଶ୍ରମ ଆଇନ ନିୟମ ଲାଗୁ କରିବାକୁ ଯାଉଛନ୍ତି । ସରକାର ଏହାକୁ ଲାଗୁ କରିବା ଆଗରୁ ଏହାକୁ ନେଇ ଲୋକମାନଙ୍କୁ ସଜାଗ କରୁଛନ୍ତି। କାମ କରିବା ସମୟଠୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ସବୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।
ଏହାକୁ ଅପ୍ରେଲ ୧ରୁ ଲାଗୁ କରାଯିବାର ପ୍ଲାନ…