Browsing Tag

cough syrup

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରପ ଜବତ,୪ ଗିରଫ

ଭୁବନେଶ୍ବର : ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରପ ଜବତ । ବଡଗଡ ଅଞ୍ଚଳରୁ କଫ୍ ସିରପ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏତେ ପରିମାଣର କଫ୍ ସିରପ ସେମାନେ କେଉଁଠୁ ଆଣି କେଉଁଠିକୁ ରପ୍ତାନୀ କରିବା ପାଇଁ…