Below header

ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରପ ଜବତ,୪ ଗିରଫ

ଭୁବନେଶ୍ବର : ରାଜଧାନୀରୁ ବିପୁଳ ପରିମାଣର କଫ୍ ସିରପ ଜବତ । ବଡଗଡ ଅଞ୍ଚଳରୁ କଫ୍ ସିରପ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏତେ ପରିମାଣର କଫ୍ ସିରପ ସେମାନେ କେଉଁଠୁ ଆଣି କେଉଁଠିକୁ ରପ୍ତାନୀ କରିବା ପାଇଁ ଯୋଜନା କରୁଥିଲେ ସେ ନେଇ ତଦନ୍ତ କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.