ରାଜ୍ୟ କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣା, ୭ ଗିରଫ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୭ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ନାବାଳକ । ଗିରଫ ଅଭିଯୁକ୍ତ ହେଲେ ଅମିର ମହମ୍ମଦ, ଲତିଫୁର୍‌ ରେହମାନ, ସାଜିର ଖାନ୍‌, ଅକିମ୍‌ ଖାନ୍‌, ସାୟଦ ତାଫିକ୍‌ ଓ ବିଶ୍ୱରଞ୍ଜନ ଖଟେଇ । ଗତ ୨୨ତାରିଖ ରାତିରେ ଏମାନେ କଂଗ୍ରେସ ଭବନ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଟିକେଟ ବଣ୍ଟାକୁ ନେଇ ଏଭଳି ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.