Browsing Tag

countdown start for barabati match

ବାରବାଟୀରେ ମହାଲଢେଇ, ଆଜି ଭାରତ-ୱେଷ୍ଚଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌

ଆଜି କଟକ ବାରବାଟୀରେ ଖେଳାଯିବ ଭାରତ-ୱେଷ୍ଚଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌ । ୧-୧ରେ ମ୍ୟାଚ୍‌ ବରାବର ଥିବା ବେଳେ ଆଜିର ମ୍ୟାଚ୍‌ ଉଭୟ ଟିମ୍‌ ପାଇଁ ବେସ୍‌ ଗୁରୁତ୍ୱପୂର୍ଣ୍ଣ । ଆଜିର ମ୍ୟାଚ୍‌ ଜିତି ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ରହିବ ଟିମ୍‌ ଇଣ୍ଡିଆ ।…

ଆରମ୍ଭ ହୋଇଛି ବାରବାଟୀ କାଉଣ୍ଟଡାଉନ, ଭାରତ-ୱେଷ୍ଟଇଣ୍ଡିଜ୍‌ ବାରବାଟୀ ମ୍ୟାଚ୍‌ ପାଇଁ ଆଉ ମାତ୍ର ୩ଦିନ

ଆରମ୍ଭ ହୋଇଛି ବାରବାଟୀ କାଉଣ୍ଟଡାଉନ । ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ମ୍ୟାଚ୍‌ ପାଇଁ ଆଉ ମାତ୍ର ୩ଦିନ ବାକି। ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ ଓ କ୍ଲବ ଆଦି ପାଇଁ ଟିକେଟ୍‌ ବିକ୍ରି ଶେଷ ହୋଇଛି। ଆସନ୍ତାକାଲିଠାରୁ ଅଫ୍‌ଲାଇନ୍‌ରେ ଟିକେଟ ବିକ୍ରି ଆରମ୍ଭ ହେବ। ସକାଳ ୭ଟାରୁ…