ଉପରମୁହାଁ କରୋନା ଗ୍ରାଫ୍, ୫ ହଜାର ଟପିଲା ଆକ୍ଟିଭ କେସ୍
ଉପରମୁହାଁ କରୋନା ଗ୍ରାଫ୍ । ବଢ଼ୁଛି କୋଭିଡ ସଂକ୍ରମଣ। ୫ ହଜାର ଟପିଲା ଆକ୍ଟିଭ କେସ୍। ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍। ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ।
ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ…