Browsing Tag

covid death report

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ, ୨୧ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ । ଆଜି ଆଉ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୨.୫୧ ପ୍ରତିଶତ । ଖୋର୍ଦ୍ଧାରୁ ସର୍ବାଧିକ ୧୬୩ କେସ୍‌ ଚିହ୍ନଟ ହୋଇଛି । ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ…

ରାଜ୍ୟରେ ଦୈନିକ ଆସୁଥିବା କରୋନା ମୃତ୍ୟୁ ସଂଖ୍ୟା ହେଉଛି ପୁରୁଣା ହିସାବ, ସୂଚନା ଦେଲେ ସରକାର

ଭୁବନେଶ୍ୱର : ରାଜ୍ୟରେ ଏବେ ସମସ୍ତଙ୍କୁ ବିଚଳିତ କରୁଛି ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା । କାରଣ ପ୍ରଥମ ଲହରରେ ଯେତିକି ମୃତ୍ୟୁ ଘଟୁଥିଲା ତାକୁ ଏହା ଟପି ଯାଇଛି । ପୁଣି ରାଜ୍ୟରେ ସଂକ୍ରମଣ କମି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଧୀରେ ଧୀରେ ଯାହା ୬୦ ପାଖାପାଖି ଧରିଲାଣି…