Browsing Tag

covid death toll

ପୁଣି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ଗଲା ଜୀବନ, ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି

ଭୁବନେଶ୍ୱର: ପୁଣି ରାଜ୍ୟରେ ୨୧ କରୋନା ସଂକ୍ରମିତଙ୍କ ଗଲା ଜୀବନ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି। Details of cases confirmed as death due to Covid-19, after due…

ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୮୪୫ ପଜିଟିଭ୍‌ ଚିହ୍ନଟ, ୭ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଦ୍ୱିତୀୟ ଦିନରେ ୧୦ ହଜାର ତଳେ ସଂକ୍ରମଣ । ୨୪ ଘଣ୍ଟାରେ ୮ ହଜାର ୮୪୫ ପଜିଟିଭ୍‌ ଚିହ୍ନଟ । ସଂକ୍ରମଣ ହାର ରହିଛି ୧୨.୮୮ ପ୍ରତିଶତ । ଆଜି ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨ ହଜାର ୫୨୮ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ବଢିଲା ସଂକ୍ରମଣ: ଦିନକରେ ୨୯୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୩ ଜଣ ଶିଶୁ ଓ କିଶୋର କରୋନା…

ବିଶ୍ୱରେ ବଢୁଛି କୋଭିଡ଼ ମୃତ୍ୟୁ ସଂଖ୍ୟା: ଡିସେମ୍ବର ୨୦ରୁ ୨୬ ମଧ୍ୟରେ ଆଖି ବୁଜିଲେଣି ୪୫ହଜାର ଆକ୍ରାନ୍ତ

କେନ୍ଯୁଜ୍: ବିଶ୍ୱରେ ବଢୁଛି କୋଭିଡ଼ ମୃତ୍ୟୁ ସଂଖ୍ୟା। ଡିସେମ୍ବର ୨୦ରୁ ୨୬ ମଧ୍ୟରେ ୪୫ହଜାର କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାମଧ୍ୟରୁ ୟୁରୋପରେ କେବଳ ୫୩ ପ୍ରତିଶତ । ଅର୍ଥାତ ୟୁରୋପରେ ୨୩ ହଜାର ୯୦୦ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି। ଆମେରିକାରେ ୨୯ ପ୍ରତିଶତ ଅର୍ଥାତ ୧୨ହଜାର ୭୮୨…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ, ୦ରୁ୧୮ ବର୍ଷ ଭିତରେ ୬୩ ଜଣ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସେମାନଙ୍କ ମଧ୍ୟରୁ ୬୩ ଜଣ ଆକ୍ରାନ୍ତଙ୍କ ବୟସ ୦ରୁ୧୮ ବର୍ଷ ଭିତରେ । ଏମାନଙ୍କ ମଧ୍ଯରେ କ୍ବାରାଣ୍ଟାଇନରୁ ୩୨୮ ଜଣ ଚିହ୍ନଟ ହୋଇଥିବାବେଳେ ୨୩୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ କରୋନା ପଜିଟିଭ୍‌ ଚିହ୍ନଟ, ୪ମୃତ

ଭୁବନେଶ୍ବର(କେନ୍ଯୁଜ୍) : ରାଜ୍ୟରେ ୧ ପ୍ରତିଶତ ତଳେ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୨୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ପଜିଟିଭ୍‌ ହାର ରହିଛି ୦.୮୯ପ୍ରତିଶତ । ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିନ୍ତା ବଢାଉଛନ୍ତି ୦ରୁ ୧୮ ବର୍ଷ ବର୍ଗୀୟ । ୪୨୮ ସଂକ୍ରମିତଙ୍କ ଭିତରେ…

ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି: ଖସିଲା ମୃତ୍ୟୁସଂଖ୍ୟା, ୨୪ ଘଣ୍ଟାରେ ଗଲା ୬ଜୀବନ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ପାଇଁ ବଡ଼ ଆଶ୍ୱସ୍ତି। ଏକକ ସଂଖ୍ୟାକୁ ଖସିଲା ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ୫୩ଜଣଙ୍କ ଜୀବନ ନେଇଥିଲା ଭାଇରସ୍‌। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟାରେ ୭୫୪ କରୋନା…