Browsing Tag

covid negative

ରାଜ୍ୟରେ ୯ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା, କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସାଲ୍ୟୁଟ୍

ଭୁବନେଶ୍ବର: ରାଜ୍ୟରେ ୯ ଲକ୍ଷ ଟପିଲା ସୁସ୍ଥ ସଂଖ୍ୟା । ଏପର୍ଯ୍ୟନ୍ତ ମୋଟ ୯ ଲକ୍ଷ ୨୮୨ ଜଣ କରୋନାରୁ ସୁସ୍ଥ ହେଲେଣି । ଏଥିପାଇଁ କୋଭିଡ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଲ୍ୟୁଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ନିଷ୍ଠାର ସହ କାମ ଓ ତ୍ୟାଗ ପାଇଁ ମୂଲ୍ୟବାନ ଜୀବନ…