Below header
Browsing Tag

cows mouth

ବ୍ରହ୍ମପୁର: ବୋମାର ଶିକାର ହେଲା ଆଉ ଗୋଟିଏ ନିରୀହ ଗାଈ, ବାରହା ଶିକାର ପାଇଁ ପକାଯାଇଥିବା ବୋମାକୁ ଖାଇ ଗୁରୁତର,

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲାରେ ପୁଣି ଗାଈ ମୁହଁରେ ଫୁଟିଲା ବୋମା । ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ କାଳୁଆ ରୋଡ୍ ଡିପଲ କଲୋନୀ ନିକଟରେ ଘଟିଛି ଏହି ଅଘଟଣ । ବାରହା ଶିକାର କରିବା ଲଗା ଯାଇଥିବା ବୋମାକୁ ଗାଈ ଖାଇବା ଦେବା ଫଳରେ ମୁହଁ ନିକଟରେ ଫୁଟି ଗାଈଟି ଗୁରୁତର ଆହାତ…