ଚାଲିଥିଲା ବାହାଘର ପ୍ରସେସନ, ବାଣ ପାଇଁ ଚାଲିଗଲା ଜୀବନ
ଚାଲିଥିଲା ବାହାଘର ପ୍ରୋସେସନ । କିନ୍ତୁ ହଠାତ କଣ ହେଲା କେଜାଣି ସବୁ କିଛି ନୀରବି ଗଲା । ସବୁ ବାହାଘର ପାଇଁ ଖୁସି ଥିବାବେଳେ ଘଟଲା ଅଘଟଣ । କାହିଁକି ନା ବାଣ ପାଇଁ ଜଣେ ଗରିବ ଲୋକର ଜୀବନ ଚାଲିଗଲା । ଗରିବ ଲୋକ ଥିଲେ ଉଗ୍ରସେନ । ପରିବାର ଚଳାଇବା ପାଇଁ ବାଣ ବ୍ୟବସାୟରେ ନିଯୁକ୍ତ ଥିଲେ ।…