ବାଣ ତିଆରି ବେଳେ ବିସ୍ଫୋରଣ, ମହିଳା ଗୁରୁତର
ମୟୂରଭଞ୍ଜ : ବାଣ ତିଆରି ବେଳେ ବିସ୍ଫୋରଣ । ଉଡ଼ିଲା ଘର, ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଅନ୍ତର୍ଗତ ଭୀମଦା ଅଞ୍ଚଳରେ ଅଘଟଣ ଘଟିଛି । ବାଣ ତିଆରି ବେଳେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ ମହିଳା ଗୁରୁତର ହୋଇ ଥିବା ବେଳେ ଘର ନଷ୍ଟ ହୋଇ ଯାଇଛି । ମହିଳା ଜଣଙ୍କ ହେଲେ…