Browsing Tag

crackers blast

ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ଅଗ୍ନିକାଣ୍ଡ, ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ନିଆଁ । ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ । ଆଜି ସକାଳ ୬.୩୦ ରେ ନିଆଁ ଲାଗିଥିବା କୁହାଯାଉଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବୋଲି କୁହାଯାଇଛି। ବଡ଼…

ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ

ଖୋର୍ଦ୍ଧା (କେନ୍ୟୁଜ): ଖୋର୍ଦ୍ଧା ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା । ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣେ ବାଣ କାରିଗରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ମୃତକ ଜଣଙ୍କ ହେଲେ ଦୋଳ ଗୋବିନ୍ଦ ବେହେରା । ବିସ୍ଫୋରଣରେ ଆଉ ୩…