ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ଅଗ୍ନିକାଣ୍ଡ, ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ

ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ନିଆଁ । ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ ।

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ୟୁନିଟ ୨ ସରକାରୀ କ୍ବାଟରରେ ନିଆଁ । ବାଣ ବିସ୍ଫୋରଣରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁକୁ ଆୟତ କରିଛି ଅଗ୍ନିଶମ ବିଭାଗ । ଆଜି ସକାଳ ୬.୩୦ ରେ ନିଆଁ ଲାଗିଥିବା କୁହାଯାଉଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବୋଲି କୁହାଯାଇଛି। ବଡ଼ ବିସ୍ପୋରକ ବାଣ ନଥିବା ସୂଚନା ମିଳିଛି।