ଝାରସୁଗୁଡାରେ ଗୁଳିମାଡ଼ : ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଆକ୍ରମଣରେ ଯୁବକ ଆହତ

ଝାରସୁଗୁଡାରେ ଗୁଳିମାଡ଼। କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି ।

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡ଼ାରେ ଯୁବକଙ୍କୁ ଗୁଳିମାଡ଼ । କୋଲାବିରା ଥାନା ଖଡ଼ିଆପଡ଼ାରେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଗୁଳିରେ ଯୁବକ ଆହତ ହୋଇଛନ୍ତି । ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ସେପଟେ ନିଲମ୍ବିତ ପୋଲିସ କର୍ମଚାରୀ ଫେରାର ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.