Browsing Tag

crash on village

କଟକ: ଚୌଦ୍ୱାରର ହରିଅନ୍ତା ପଞ୍ଚାୟତରେ ସୀମା ନିର୍ଦ୍ଧାରଣକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ

କଟକ(କେନ୍ୟୁଜ୍): ସୀମା ନିର୍ଦ୍ଧାରଣକୁ ନେଇ ଗୋଷ୍ଠୀ ସଂଘର୍ଷରେ ୪ ଆହତ। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାରର ହରିଅନ୍ତା ପଞ୍ଚାୟତରେ ସୀମା ନିର୍ଦ୍ଧାରଣକୁ ନେଇ ଘଟିଛି ସଂଘର୍ଷ। ଚଟିଲୋ ଓ ବାହୁଡା ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟିଛି। ୨ଟି ମୋଟର ସାଇକେଲ ସହ ଦୋକାନ ଘର ଓ କ୍ୟାବିନ ଭଙ୍ଗାରୁଜା…