Below header
Browsing Tag

crime in uttar pradesh

‘ଶବ ମୋର’…ଅଜଣା ଯୁବକଙ୍କ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା; ପୋଲିସ ବି ହରଡ଼ଘଣାରେ!

ଗୋଟିଏ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା। ଉତ୍ତର ପ୍ରଦେଶର ହରଦୋଇ ଅଞ୍ଚଳରୁ ଏମିତି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ କାସିମପୁର ଥାନା ଅଞ୍ଚଳରେ ୨୫ ଦିନ ପୂର୍ବରୁ ମିଳିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନେଇ ଦୁଇ ପରିବାର ମଧ୍ୟରେ ଟଣାଓଟରା ଲାଗିଛି, ଯଦ୍ଦ୍ଵାରା ପୋଲିସ…

ପାଶବିକତାର ସବୁସୀମା ଟପିଲା, ଦୁଷ୍କର୍ମ ପରେ ନାବାଳିକାକୁ ଏସିଡ୍‌ରେ ଜଳାଇ ନଦୀକୁ ଫିଙ୍ଗି ଦେଲେ ଦୁର୍ବୃତ୍ତ

ମହିଳାଙ୍କ ସୁରକ୍ଷା ପାଇଁ ଆଇନ୍‌ ଯେତେ କଡ଼ା ହେଲେ ବି ଥମିବାର ନାଁ ନେଉନି ନାରୀ ନିର୍ଯାତନା। ବାରମ୍ବାର ପୁରୁଷଙ୍କ କଦର୍ଯ୍ୟ କାମନା ପାଇଁ ବଳି ପଡ଼ୁଛି ନାରୀର ଜୀବନ। ଏବେ ପୁଣିଥରେ ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶରେ। ଉତ୍ତର ପ୍ରଦେଶର ଭଦୋହୀରେ ଦୁର୍ବୃତ୍ତମାନେ…

ସ୍ୱାମୀ ଉପରେ ରାଗିଯାଇ ସ୍ତ୍ରୀ ନିଜ ଶିଶୁପୁତ୍ର ସହ ନେଲେ ଏଭଳି ଛାତିଥରା ନିଷ୍ପତ୍ତି, ଦୁଇଜଣଙ୍କର ହେଲା ମୃତ୍ୟୁ

ସ୍ୱାମୀ, ସ୍ତ୍ରୀ ଭିତରେ ଏମିତି ଛୋଟମୋଟ ଝଗଡ଼ା ସବୁବେଳେ ଲାଗିରହିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଶୁଣିଲେ ଆପଣଙ୍କ ହୃଦୟ ଦୋହଲିଯିବ। ଘଟଣାଟି ହେଲା, ସରୋଜ ନାମ୍ନୀ ମହିଳା ଓ ତାଙ୍କ ସ୍ୱାମୀ ଲେକେନ୍ଦ୍ର ସିଂଙ୍କ ମଧ୍ୟରେ ଖୁବ୍‌ ଜୋର୍‌ରେ…